Microsoft Research
Microsoft Research (MSR) ହେଉଛି ବିଶ୍ଵର ଏକ ପ୍ରସିଦ୍ଧ ସଂସ୍ଥା, 1991 ରେ ଗଠିତ ହୋଇଥିଲା – ଯାହା କମ୍ପ୍ୟୁଟର୍ ପାଇଁ ସାଧାରଣରେ ଦୃଷ୍ଟି ରଖିଥାଏ ଏବଂ ଗବେଷଣା କରିଥାଏ । ବିଶ୍ଵସ୍ତରରେ ଆଠଟି ଶାଖା ସହିତ 800 ଠାରୁ ଅଧିକ ଗବେଷକ ରହିଛନ୍ତି, ଏହା କମ୍ପ୍ୟୁଟର୍ ବିଜ୍ଞାନ କ୍ଷେତ୍ରରେ ହେଉଛି ଏକକ ସର୍ବାଧିକ ଗବେଷଣା ସଂସ୍ଥା ।
କମ୍ପ୍ୟୁଟିଂ କ୍ଷେତ୍ରରେ ଚାଲୁ ରହିଥିବା ମୌଳିକ କ୍ଷେତ୍ରରେ 55ଟି ବିଭିନ୍ନ କ୍ଷେତ୍ରଗୁଡିକରେ ଗବେଷଣା ଆୟୋଜିତ କରିଛି । MSR କର୍ମଚାରୀଗଣ ହେଉଛନ୍ତି ପ୍ରାୟତଃ ଉଚ୍ଚ ଅନୁମୋଦିତ କୁଶଳୀ ଯେଉଁମାନେ କି ପ୍ରସିଦ୍ଧ ପୁରଷ୍କାର ବିଜେତାଗଣ ।
MSR ୱେବ୍ସାଇଟ୍ ଉଭୟ ଶିକ୍ଷାନବିସ ଏବଂ ଅଗ୍ରୀମ ଗବେଷକଗଣଙ୍କୁ ପ୍ରକାଶନ ବିଭାଗରେ ଉତ୍ସଗଣଙ୍କର ଅଧିକତା ସୁଯୋଗ ପ୍ରଦାନ କରିଥାଏ । ସୂଚନାର ସହଜ ପୁନଃଉଦ୍ଧାର ପାଇଁ ଆଖ୍ୟା ଦ୍ଵାରା ସନ୍ଧାନ, ସ୍ରଷ୍ଟା ଏବଂ ବିଭକ୍ତ ପ୍ରଦାନ କରାଇଥାଏ । ପ୍ରକାଶିତ ଉପାଦାନ ଫିଲ୍ଟର୍ କରିବା ପାଇଁ ଏକ ପ୍ରାଧିକରଣ ମଧ୍ୟ ରହିଛି ।
ଗବେଷଣାରେ ନବୀନତମ ଟେକ୍ନୋଲୋଜୀ ସହିତ ହାତ ମିଳେଇବାକୁ ଯେଉଁମାନେ ଚାହୁଁଥିବେ, ସେମାନେ ପ୍ରୋଜେକ୍ଟଗୁଡିକର ବିଭାଗ ଦେଖିପାରିବେ – ଯେଉଁଠାରେ ସୂଚନା ଏବଂ ନିର୍ଦ୍ଦେଶାବଳୀ ରହିଛି କିପରି ସେମାନେ ନବୀନତମ ଗବେଷଣା ସୁଯୋଗ ପ୍ରଦାନରେ ଚେଷ୍ଟା କରିପାରିବେ । ଗବେଷଣା କ୍ଷେତ୍ର ଏବଂ ଅବସ୍ଥାନ ପାଇଁ ଫିଲ୍ଟର୍ଗୁଡିକ ପ୍ରଦାନ କରାଯାଉଛି । ପୂର୍ବବର୍ତ୍ତୀ ହେଉଛି ଏକ ଅତ୍ୟନ୍ତ ବ୍ୟବହାର ପୂର୍ଣ୍ଣ ଯେତେବେଳେ ଏହା ସଠିକ ସୂଚନା ଚିହ୍ନଟ କରିବା ପାଇଁ ଆସିଥାଏ ।
ଯଦିଓ ଆପଣ ଜଣେ ସାଧାରଣ ସୂଚନା ସନ୍ଧାନକାରୀ କିମ୍ଵା ଜଣେ ଏକ ଦୃଢ ଶିକ୍ଷାର୍ଥୀ, ଆପଣ ସର୍ବଦା ନବୀନତମ ଅଦ୍ୟତନସମୂହ ପ୍ରାପ୍ତ କରିବାକୁ ଭିଡିଓଗୁଡିକକୁ ଦେଖିପାରିବେ । ଅଧିକ ବିବରଣୀ ପାଇଁ ଲଗ୍ ଅନ୍ କରନ୍ତୁ http://research.microsoft.com/