ସାମାଜିକ ନେଟ୍ୱାର୍କିଂ: ଟୁଇଟର୍
ଟୁଇଟର୍ ହେଉଛି ଏକ ସାମାଜିକ ନେଟ୍ୱାର୍କିଂ ୱେବ୍ସାଇଟ୍ ଯାହା ମାଇକ୍ରୋ ବ୍ଲଗିଂରେ ଅଗ୍ରୀଣ ଅଟେ । ଏହା ଅନୁମତି କରେ ଉପଭୋକ୍ତାଙ୍କୁ ବାର୍ତ୍ତାଗୁଡିକ ପ୍ରେରଣ/ପ୍ରାପ୍ତ କରିବାରେ – ତାହାକୁ ଟୁଇଟସ୍ ବୋଲି କୁହାଯାଏ । ଟୁଇଟର୍ର ସ୍ଵତନ୍ତ୍ରତା ହେଉଛି ଏହାର ସଂକ୍ଷିପ୍ତତା (ଯଥା) ଏକ ବାର୍ତ୍ତା ସର୍ବାଧିକ 140ଟି ଅକ୍ଷରରେ ରହିପାରିବ ।
ଯେକୌଣସି ବ୍ୟକ୍ତି/ସଂସ୍ଥା ଏକ ଟୁଇଟର୍ ଏକାଉଣ୍ଟ ସୃଷ୍ଟି କରିପାରିବେ ଏବଂ ଟୁଇଟ୍ କରିବା ଆରମ୍ଭ କରିପାରିବେ । ଏହା ଏକ ମୁକ୍ତ ପ୍ଲାଟ୍ଫର୍ମ୍ ଅଟେ ଯେଉଁଥିରେ ଜଣେ ଉପଭୋକ୍ତା ଅନ୍ୟ ଉପଭୋକ୍ତାଗଣଙ୍କୁ ଅନୁସରଣ କରିବା ପାଇଁ ମୁକ୍ତ ଅଟନ୍ତି । ଗୋପନୀୟତା ସୁରକ୍ଷିତ କରିବାକୁ, ଟୁଇଟର୍ରେ ଏକ ବିକଳ୍ପ ରହିଛି ଜଣେ ଉପଭୋକ୍ତାଙ୍କୁ ପ୍ରତିବନ୍ଧିତ କରିବାକୁ । ଉପଭୋକ୍ତାଙ୍କର ଟୁଇଟ୍ ପ୍ରତିବନ୍ଧିତ କରି, ଟୁଇଟର୍ ଏକାଉଣ୍ଟର ମାଲିକ ମେନୁଆଲ୍ ଭାବରେ ପ୍ରତ୍ୟକଙ୍କୁ ଅନୁମୋଦନ କରିପାରିବେ ଏବଂ ପ୍ରତ୍ୟେକ ଅନୁସରଣକାରିଙ୍କୁ ଅନୁମୋଦନ କରିପାରିବେ । ସେମାନେ ମଧ୍ୟ ଟୁଇଟ୍ ଦର୍ଶନ ଠାରୁ ଯେକୌଣସି ଉପଭୋକ୍ତାଗଣଙ୍କୁ ପ୍ରତିବନ୍ଧିତ କରିବାର ଚୟନ କରିପାରିବେ ।
ସମୟ ଅବଧି ମଧ୍ୟରେ, ଟୁଇଟର୍ ଏହାର ଉପଭୋକ୍ତାଗଣଙ୍କ ସହିତ ଅନ୍ତର୍ଭୁକ୍ତ ହୋଇଥାଏ । ଯଦି କୌଣସି ଉପଭୋକ୍ତା ପସନ୍ଦ କରନ୍ତି/ଅନ୍ୟ ଉପଭୋକ୍ତାଙ୍କର ଟୁଇଟ୍ରେ ଧାରଣ କରିଥିବା ବାର୍ତ୍ତା ଅଂଶୀଦାର କରିବାରେ ଚାହଁନ୍ତି – ସେମାନେ ତାହାକୁ ପୁଣି-ଟୁଇଟ୍ କରିବାର ଚୟନ କରିପାରିବେ । ପ୍ରାଥମିକ ସ୍ତରରେ ଉପଭୋକ୍ତାଗଣ ଏକ ଟୁଇଟ୍ କରିବା ପୂର୍ବରୁ “RT” ବ୍ୟବହାର କରିବେ ଯେ ଏହା ଅନ୍ୟ ଉପଭୋକ୍ତାଙ୍କ ଦ୍ଵାରା ଟୁଇଟ୍ ହୋଇଛି, ବର୍ତ୍ତମାନ ଏକ ବଟନ୍ ପ୍ରଦାନ କରାଯାଇଛି ପୁନଃ-ଟୁଇଟ୍ କରିବାକୁ ।
ଟୁଇଟର୍ ଏହାର ପ୍ରାଥମିକ ସ୍ତରରେ ସମାଲୋଚନା ସମ୍ମୁଖିନ ହୋଇଥିଲା ଏକ ଉପଯୁକ୍ତ ବ୍ୟବସାୟ ମୋଡେଲ୍ ନଥିବା ଯୋଗୁଁ, କିନ୍ତୁ Bing ଏବଂ Google ଙ୍କ ସହିତ ସନ୍ଧାନରେ ସ୍ଵାକ୍ଷର କରିବା ପରେ ବିଶାଳ ହୋଇଥିଲା – ଟୁଇଟର୍ ରାଜସ୍ଵ ଆଦାୟ କରିବାରେ ସକ୍ଷମ ହୋଇଥିଲା । ନିକଟରେ ଏହା ଏକ ଊତର ଟୁଇଟର୍ ଲେଆଉଟ୍ ଉନ୍ମୋଚନ କରିଛି ଏହାର ସେବା ଯୋଗାଇବାର ସୁଯୋଗ ବୃଦ୍ଧି କରିବାର ଉଦ୍ଦେଶ୍ୟରେ ।
ଅଧିକ ବିବରଣୀ ପାଇଁ ଲଗ୍ ଅନ୍ କରନ୍ତୁ www.twitter.com