Windows ମାର୍କେଟ୍‌ପ୍ଲେସ୍


Windows ମାର୍କେଟ୍‌ପ୍ଲେସ୍ ହେଉଛି ଏକ ସ୍ଥାନ ଯେଉଁଥିରେ ଆପଣ ଅନ୍‌ଲାଇନ୍ ଭାବରେ କ୍ରୟ କରିପାରିବେ ସମସ୍ତ Microsoft ସଫ୍ଟୱେର୍ ଉତ୍ପାଦଗୁଡିକକୁ ଯେପରିକି ଅପରେଟିଂ ସିଷ୍ଟମ୍‌ଗୁଡିକ, ପ୍ରଡକ୍ଟଭିଟୀ ସୁଟ୍‌ଗୁଡିକ, ଆପ୍ଲିକେସନ୍‌ସ ଏବଂ ଅଧିକ । ଏହା ଏକ Windows Live ID ବ୍ୟବହାର କରି ପ୍ରବେଶ କରିହେବ ।


Windows ମାର୍କେଟ୍‌ପ୍ଲେସ୍ ପ୍ରଦାନ କରୁଛି ଏକ ଡିଜିଟାଲ୍ ଲକର୍ ଯାହା ଆପଣଙ୍କୁ ଅନୁମତି କରେ ଏକାଧିକ ବ୍ୟାପାରୀ ଏବଂ ଉତ୍ପାଦ କେଟେଲଗ୍‌ଗୁଡିକକୁ । ଏହା ଆପଣଙ୍କୁ ଏକ ସୁରକ୍ଷିତ ଡିଜିଟାଲ୍ ଲକର୍ ସହାୟକ ମାଧ୍ୟମରେ ସଫ୍ଟୱେର୍ କ୍ରୟ କରିବା ପାଇଁ ସୁରକ୍ଷିତ ଡାଉନ୍‌ଲୋଡ୍ ଅନୁମତି କରିଥାଏ । ଏହି ସୁବିଧା କେବଳ ଉପଲବ୍ଧ ଯୁକ୍ତରାଷ୍ଟ୍ର ଗ୍ରାହାକଗଣଙ୍କ ପାଇଁ ଥିଲା ।


Microsoft ଉଦ୍‌ଘୋଷଣା କରିଥିଲା 2008, ଯେ ଏହା ଆଉ Windows ମାର୍କେଟ୍‌ପ୍ଲେସ୍ ଚାଲୁ ରହିବ ନାହିଁ; ଲୋକଙ୍କୁ ସେମାନଙ୍କର Microsoft ଷ୍ଟୋ‌ର୍‌କୁ ଯିବାକୁ ପ୍ରବର୍ତ୍ତାଇଥିଲା । 2009 ଆରମ୍ଭରେ, Windows ମାର୍କେଟ୍‌ପ୍ଲେସ୍ ମୋବାଇଲ୍ ପାଇଁ ଉନ୍ମୋଚିତ ହୋଇଥିଲା, ତାପରେ ଏହା Windows Phone 7 ମାର୍କେଟ୍‌ପ୍ଲେସ୍‌କୁ ପୁନଃ ସ୍ଥାନିତ ହୋଇଥିଲା ।


Windows ମାର୍କେଟ୍‌ପ୍ଲେସ୍ ବର୍ତ୍ତମାନ Microsoft ଷ୍ଟୋର୍‌କୁ ନିର୍ଦ୍ଦେଶିତ କରୁଛି । Microsoft ଷ୍ଟୋର୍‌ରେ ବିସ୍ତୃତ ପ୍ରକାରର ସୁଯୋଗ ରହିଛି ଯେପରି କି Windows, Office ପ୍ରଡୋକ୍ଟଭିଟି ସୁଟ୍, ଡିଜାଇନ୍ ଉପକରଣସମୂହ, ଡେଭଲପର୍ ଉପକରଣସମୂହ, ପୁସ୍ତକ, ନେଟ୍‌ବୁକ୍, ଲ୍ୟାପ୍‌ଟପ୍, Widows ଫୋନ୍, ଗେମିଂ, ଆସୋସିରିଜ୍ ଏବଂ ଅଧିକ ।


ସପିଂ ଇଣ୍ଟର୍‌ଫେସ୍ ବ୍ୟବହାର କରିବାକୁ ସହଜ ଯେପରିକି ଏହା ତୁରନ୍ତ ଭାବରେ ପ୍ରଦର୍ଶନ କରିଥାଏ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଉତ୍ପାଦଗୁଡିକ ମୂଳ ପୃଷ୍ଠାରେ । ମାତ୍ର କିଛି କ୍ଲିକ୍‌ରେ ଆପଣ ଆପଣଙ୍କର ପସନ୍ଦର ସଫ୍ଟୱେର/ହାର୍ଡ୍‌ୱେର୍ କ୍ରୟ କରିପାରିବେ ନିଶ୍ଚିତ ହୋଇ ଆପଣ କ୍ରୟ କରିଥିବା ଆଇଟମ୍‌ର ମୌଳିକତା ଉପରେ । ସିପିଂ ଏବଂ ଲଜିଷ୍ଟିକ୍ ନିର୍ଦ୍ଧିଷ୍ଟ ଦେଶକୁ ଯିବ ସୁବିଧାମୂଳକ ମୂଲ୍ୟରେ ଦ୍ରୁତ ବିତରଣ କରିବାର ନିଶ୍ଚିତତା ସହିତ ।


ଅଧିକ ବିବରଣୀ ପାଇଁ ଲଗ୍ ଅନ୍ କରନ୍ତୁ www.windowsmarketplace.com