ଭିଜୁଆଲ୍ ଷ୍ଟିଡିଓ .NET
ଭିଜୁଆଲ୍ ଷ୍ଟୁଡିଓ .NET ହେଉଛି ASP ୱେବ୍ ଆପ୍ଲିକେସନ୍, XML ୱେବ୍ ସେବାଗୁଡିକ, ଡେସ୍କଟପ୍ ଆପ୍ଲିକେସନ୍ଗୁଡିକ, ଏବଂ ମୋବାଇଲ୍ ଆପ୍ଲିକେସନ୍ ନିର୍ମାଣ ପାଇଁ ଡେଭଲପମେଣ୍ଟ ଉପକରଣସମୁହର ଏକ ସମ୍ପୁର୍ଣ୍ଣ ସେଟ୍ ଅଟେ । ଭିଜୁଆଲ୍ ଷ୍ଟୁଡିଓ.NET, ଭିଜୁଆଲ୍ C++ .NET, ଭିଜୁଆଲ୍ C# .NET, ଏବଂ ଭିଜୁଆଲ୍ J# .NET ସମସ୍ତ ସମାନ ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ପରିବେଶ (IDE) ବ୍ୟବହାର କରିଥାଏ, ଯାହା ମିଶ୍ରିତ-ଭାଷା ସମାଧାନର ସୃଷ୍ଟିରେ ଉପକରଣସମୂହ ଏବଂ ସୁବିଧାଗୁଡିକକୁ ଅଂଶୀଦାର କରିବାକୁ ଅନୁମତି କରିଥାଏ । ଏହା ସହିତ, ଏହି ଭାଷାଗୁଡିକର ଲେଭାରେଜ୍ .NET ଫ୍ରେମ୍ୱାର୍କ୍ର କାର୍ଯ୍ୟକଳାପ, ଯାହା କୀ ଟେକ୍ନୋଲୋଜୀଗୁଡିକୁ ପ୍ରବେଶ ଅଧିକାର ପ୍ରଦାନ କରିଥାଏ ଯାହା ସରଳ ଭାବରେ ASP ୱେବ୍ ଆପ୍ଲିକେସନ୍ଗୁଡିକର ଏବଂ XML ୱେବ୍ ସେବାଗୁଡିକର ଡେଭଲପମେଣ୍ଟ ସରଳ କରିଥାଏ ।
ଭିଜୁଆଲ୍ ଷ୍ଟୁଡିଓ .NET ଚାରୋଟି ସଂସ୍କରଣରେ ଉପଲବ୍ଧ: ପ୍ରଫେସନାଲ୍, ଏଣ୍ଟର୍ପ୍ରାଇଜ୍ ଡେଭଲପର୍, ଏଣ୍ଟର୍ପ୍ରାଇଜ୍ ଆର୍କିଟେକ୍, ଏବଂ ଏକାଡେମିକ୍. ମୂଳ ଭାଷା ଭିଜୁଆଲ୍ ଷ୍ଟୁଡିଓ ସହିତ ଅନ୍ତର୍ଭୁକ୍ତ ହୋଇଛି — ଭିଜୁଆଲ୍ ବେସିକ୍, ଭିଜୁଆଲ୍ C++, ଭିଜୁଆଲ୍ C#, ଏବଂ ଭିଜୁଆଲ୍ J# — ପ୍ରତ୍ୟକଗୁଡିକ ମଧ୍ୟ ଭିନ୍ନ ମାନାଙ୍କ ସଂସ୍କରଣରେ ପ୍ରଦାନ କରାଯାଇଥାଏ ।
.NET ଫ୍ରେମ୍ୱାର୍କ୍
.NET ଫ୍ରେମ୍ୱାର୍କ୍ ହେଉଛି ନିର୍ମାଣ, ଡେପ୍ଲୋଏଂ, ଏବଂ XML ୱେବ୍ ସେବାସମୂହ ଏବଂ ଆପ୍ଲିକେସନ୍ସମୂହ ଚଳାଇବା ପାଇଁ ଏକ ଏକାଧିକ-ଭାଷା ପରିବେଶ ଅଟେ. ଏହା ମୁଖ୍ୟତଃ ତିନୋଟି ଅଂଶରେ ରହିଛି:
ସାଧାରଣ ଭାଷା ରନ୍ଟାଇମ୍ ଏହାର ନାମ ରଖିଛି, ରନ୍ଟାଇମ୍ ପ୍ରକୃତରେ ଉଭୟ ଏକ କମ୍ପନେଣ୍ଟର ରନ୍ଟାଇମ୍ ଏବଂ ଡେଭଲପମେଣ୍ଟ ଟାଇମ୍ ଅନୁଭୁତିଗୁଡିକରେ ଏକ ଭୂମିକା ରହିଛି । ଯେତେବେଳେ ଉପାଶଂ ଚାଲୁଥିବ, ମେମୋରୀ ଆଲୋକେସନ୍ ପରିଚାଳନା ପାଇଁ ରନ୍ଟାଇମ୍ ଦାୟୀ, ଷ୍ଟାର୍ଟିଂ ଅପ୍ ଏବଂ ବିପଦଗୁଡିକୁ, ପ୍ରକ୍ରିୟାଗୁଡିକୁ, ଏବଂ ସୁରକ୍ସହନୀତି ବାଧ୍ୟତାକୁ, ସେହି ପରି ଭାବରେ ଯେକୌଣସି ନିର୍ଭରଶୀଳ ଯାହା ଉପାଶଂ ହୁଏତ ଅନ୍ୟ ଉପାଦାନଗୁଡିକରେ ସ୍ଥଗିତ କରିବା । ଡେଭଲପ୍ମେଣ୍ଟ ସମୟରେ, ରନ୍ଟାଇମ୍ର କାର୍ଯ୍ୟ ଅଳ୍ପ ପରିବର୍ତ୍ତନ ହୋଇଥାଏ; କାରଣ ଏହା ସ୍ଵତଃସ୍ପୃତ ଅଟେ (ଉଦାହରଣ ସ୍ଵରୁପ, ମେମୋରୀ ପରିଚାଳନା), ରନ୍ଟାଇମ୍ ଡେଭଲପରଙ୍କ ଅନୁଭୁତି ଅତି ସରଳ କରିଥାଏ, ସ୍ଵତନ୍ତ୍ର ଭବରେ ଯେତେବେଳେ COM କୁ ତୁଳନା କରି ଆଜି ପରି । ନିର୍ଦ୍ଧିଷ୍ଟ ଭାବରେ, ବୈଶିଷ୍ଟଗୁଡିକ ସହିତ ଯେପରିକି ଏକ ଡେଭଲପର୍ କୋଡ୍ର ଦର ଡ୍ରାମାଟିକାଲି ହ୍ରାସ ପ୍ରତିଫଳିତ କରିଥାଏ ଯାହା ନିଶ୍ଚିତ ଭାବରେ ଏକ ପୁନଃ ବ୍ୟବହାରଯୋଗ୍ୟ ଉପାଦାନକୁ ବ୍ୟବସାୟ ଲଜିକ୍ ଟର୍ନ୍ କରିଥାଏ ।
ୟୁନିଫାଏଡ୍ ପ୍ରୋଗ୍ରାମିଂ କ୍ଲାସେସ୍ ଫ୍ରେମ୍ୱାର୍କ୍ ଏକ ୟୁନିଫାଏଡ୍, ଅବଜେକ୍ଟ-ଓରିଏଣ୍ଟେଡ୍, ହିରେଚିକାଲ୍, ଏବଂ ଲାଇବ୍ରେରୀଗୁଡିକର ଶ୍ରେଣୀର ବିସ୍ତୃତଯୋଗ୍ୟ ସେଟ୍ (APIs) ପ୍ରଦାନ କରିଥାଏ । ବର୍ତ୍ତମାନ, C++ ଡେଭଲପର୍ଗଣ Microsoft Foundation କ୍ଲାସ୍ ବ୍ୟବହାର କରିଥାନ୍ତି ଏବଂ Java ଡେଭଲପର୍ଗଣ Windows Foundation କ୍ଲାସେସ୍ଗୁଡିକୁ ବ୍ୟବହାର କରିଥାନ୍ତି । ଫ୍ରେମ୍ୱାର୍କ୍ ଏହି ଭିନ୍ନ ମୋଡେଲ୍ଗୁଡିକକୁ ଦର୍ଶାଇଥାଏ ଏବଂ ସେହି ପରି ଶ୍ରେଣୀ ଲାଇବ୍ରେରୀଗୁଡିକକୁ Jscript ପ୍ରୋଗ୍ରାମର୍ଗଣଙ୍କୁ ଏବଂ ଭିଜୁଆଲ୍ ବେସିକ୍ ପ୍ରଦାନ କରିଥାଏ । ସମସ୍ତ ପ୍ରୋଗ୍ରାମିଂ ଭାଷାଗୁଡିକରେ APIs ର ଏକ ସାଧାରଣ ସେଟ୍ ପ୍ରସ୍ତୁତ କରି, ସାଧାରଣ ଭାଷା ରନ୍ଟାଇମ୍ କ୍ରସ୍-ଭାଷା ଇନ୍ହେରିଟେନ୍ସ, ତ୍ରୁଟି ନିୟନ୍ତ୍ରଣ, ଏବଂ ଡିବଗିଂ ସାମର୍ଥ୍ୟ କରିଥାଏ । ସମସ୍ତ ଭାଷାଗୁଡିକ, JScript ଠାରୁ C++ ପର୍ଯ୍ୟନ୍ତ, ଫ୍ରେମ୍ୱାର୍କୁ ସମାନ ପ୍ରବେଶ ଦେଇଥାଏ ଏବଂ ଡେଭଲପ୍ଗଣ ସେମାନେ ବ୍ୟବହାର କରିବାକୁ ଚାହୁଁଥିବା ଭାଷା ଚୟନ କରିବା ପାଇଁ ଦେଇଥାଏ ।
.NET ଫ୍ରେମ୍ୱାର୍କ୍ର ପ୍ରୋଗ୍ରାମିଂ ଶ୍ରେଣୀଗୁଡିକରେ ASP.NET ASP.NET ନିର୍ମାଣ କରିଥାଏ, ଏକ ୱେବ୍ ଆପ୍ଲିକେସନ୍ ମୋଡେଲ୍ ପ୍ରଦାନ କରିବା ସହିତ ଏକ ନିୟନ୍ତ୍ରଣଗୁଡିକ ଏବଂ ଯନ୍ତ୍ରାଶଂ ଯାହା ASP ୱେବ୍ ଆପ୍ଲିକେସନ୍ ନିର୍ମାଣ କରିବାରେ ସହଜ କରିବାକୁ ଏକ ସେଟ୍ ଦେଥାଏ । ASP.NET ନିୟନ୍ତ୍ରଣଗୁଡିକର ଏକ ସେଟ୍ ଅନ୍ତର୍ଭୁକ୍ତ କରିଥାଏ ଯାହା ସାଧାରଣ HTML ଉପଭୋକ୍ତା ଇଣ୍ତର୍ପେସ୍ ଉପାଦାନଗୁଡିକକୁ ଅନ୍ତଭୁକ୍ତ କରିଥାଏ, ଯେପରି କି ପାଠ୍ୟ ବାକ୍ସ ଏବଂ ଡ୍ରପ-ଡାଉନ୍ ମେନ୍ୟୁଗୁଡିକ । ଏହି ନିୟନ୍ତ୍ରଣଗୁଡିକ ୱେବ୍ ସର୍ଭର୍ରେ ଚାଲିଥାଏ, ଯଦିଓ, ବ୍ରାଉଜର୍କୁ HTML ଭାବରେ ଉପଭୋକ୍ତା ଇଣ୍ଟର୍ଫେସ୍ ପୁସ୍ କରିଥାଏ । ସର୍ଭର୍ରେ, ନିୟନ୍ତ୍ରଣଗୁଡିକ ଏକ ଅବଜେକ୍ଟ୍-ଆଧାରିତ ପ୍ରୋଗ୍ରାମିଂ ମୋଡେଲ୍ ଏକ୍ସପୋଜ୍ କରିଥାଏ ଯାହା ୱେବ୍ ଡେଭଲପଗଣଙ୍କୁ ଅବଜେକ୍ଟ-ଆଧାରିତ ପ୍ରୋଗ୍ରାମିଂର ରିଚ୍ନେସ୍ ଆଣିଥାଏ । ASP.NET ମଧ୍ୟ ଇନ୍ଫାଷ୍ଟ୍ରକଚର୍ ସେବାଗୁଡିକ ପ୍ରଦାନ କରିଥାଏ, ଯେପରି କି ଅଧିବେଶନ ଷ୍ଟେଟ୍ ପରିଚାଳନା ଏବଂ ପ୍ରକ୍ରିୟା ରିସାଇକେଲିଂ, ଯାହା ପରବର୍ତ୍ତୀ ସମୟରେ ଏକ ଡେଭଲପର୍ କୋଡ୍ ହ୍ରାସ କରିଥାଏ ନିଶ୍ଚିତ ଭାବରେ ଲେଖିବେ ଏବଂ ଆପ୍ଲିକେସନ୍ ବିଶ୍ଵସ୍ତତା ବୃଦ୍ଧି ହେବ । ଏହା ସହିତ, ଏକ ସେବା ଭାବରେ ସଫ୍ଟୱେର୍ ବିତରଣ କରିବାକୁ ସାମର୍ଥ୍ୟ କରିବାକୁ ସମାନ ଲକ୍ଷ ASP.NET ବ୍ୟବହାର କରିଥାଏ । XML ୱେବ୍ ସେବା ବୈଶିଷ୍ଟ୍ୟଗୁଡିକ ବ୍ୟବହାର କରି, ASP.NET ଡେଭଲପର୍ଗଣ ସେମାନଙ୍କର ବ୍ୟବସାୟ ଲଜିକ୍ ଲେଖିପାରିବେ ଏବଂ SOAP ମାଧ୍ୟମରେ ସେହି ସେବା ବିତରଣ କରିବାକୁ ASP.NET ଇନ୍ଫାଷ୍ଟ୍ରକଚର୍ ବ୍ୟବହାର କରିବେ ।